Programme Highlights I Milestones

୧୪ ନଭେମ୍ବର ୨୦୧୭, ଶିଶୁ ଦିବସ

ନିଜ ନିଜର ସ୍କୁଲଗୁଡ଼ିକୁ ସହାୟତା କରିବା ଲାଗି ଓଡ଼ିଶାର ପୁରାତନ ଛାତ୍ରଛାତ୍ରୀମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ।

୨୦ ଡିସେମ୍ବର ୨୦୧୭

ଓଡ଼ିଶା ସରକାର ଜଣାଶୁଣା ମହାକାଶ ଉଦ୍ୟୋଗୀ ଡ.ସୁସ୍ମିତା ମହାନ୍ତିଙ୍କୁ ନେତୃତ୍ୱ, ଦୂରଦୃଷ୍ଟି ଓ ପରାମର୍ଶ ପ୍ରଦାନ ଲାଗି ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ନିଯୁକ୍ତ କରିଥିଲେ। ତାଙ୍କୁ ଜଣେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିଲା।

ଜାନୁୟାରୀ ଶେଷଭାଗ ୨୦୧୮

ମୋ ସ୍କୁଲ କନସେପ୍ଟ ନୋଟ ବା ( ମୂଳ ଚିନ୍ତାଧାରା ଲେଖା)କୁ ମିଳିତଭାବେ ଅଧ୍ୟକ୍ଷା ଡ.ସୁସ୍ମିତା ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ତଥା ମୋ ସ୍କୁଲ ପରାମର୍ଶଦାତା ବୋର୍ଡର ସଦସ୍ୟ ରାଜେଶ ମହାପାତ୍ର ଲେଖିଥିଲେ। ଏହି କନସେପ୍ଟ ନୋଟକୁ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲା।

ଫେବ୍ରୁଆରୀ ୨୦୧୮

ମୋ ସ୍କୁଲର ନିୟମାବଳୀ (ବାଇ ଲ) ଲେଖାଗଲା ଏବଂ ରାଜ୍ୟସରକାରଙ୍କ ମଂଜୁରୀ ପାଇଁ ଦାଖଲ କରିଗଲା। 

୩ ମାର୍ଚ୍ଚ ୨୦୧୮

ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମୋ ସ୍କୁଲ ରିଜୋଲ୍ୟୁସନ ନଂ ୪୫୭୮/ଏସଏମ୍‌ ଏ, ତା ୦୩.୦୩.୨୦୧୮ ଜାରି କରାଗଲା । 

୧୪ ମାର୍ଚ୍ଚ ୨୦୧୮

ଭାରତରେ ବ୍ରିଟିଶ କାଉନସିଲର ନିର୍ଦ୍ଦେଶକ ଆଲନ ଜେମେଲ ଓ ୟୁଏସ କନସୁଲ ଜେନେରାଲ କ୍ୟାଥେରିନ ବି.ହଡ୍ଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ସୋସିଆଲ ମିଡିଆ (ଫେସବୁକ, ଟ୍ଵିଟର) ଅଭିଯାନର ଶୁଭାରମ୍ଭ କଲେ ।

୧୪ ମାର୍ଚ୍ଚ ୨୦୧୮

ମୋ ସ୍କୁଲ ଅଧ୍ୟକ୍ଷା, ପ୍ରମୁଖ ଶାସନ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ୩୦ଟି ଜିଲ୍ଲାର ଜିଲ୍ଲପାଳଙ୍କ ମଧ୍ୟରେ ପ୍ରଥମ ଭିଡିଓ କନଫରେନ୍ସିଙ୍ଗ୍‌।

୧୫ ମାର୍ଚ୍ଚ ୨୦୧୮

ପ୍ରଥମ ମୋ ସ୍କୁଲ ଆଲୋଚନା ଚକ୍ର ଗୋପବନ୍ଧୁ ଏକାଡେମୀରେ ଆୟୋଜନ କରାଗଲା। ମୋ ସ୍କୁଲ ଚିନ୍ତାଧାରା ଓ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ସଂପର୍କରେ ଆଲୋଚନା କରିବାକୁ ବିଭିନ୍ନ କ୍ଷେତ୍ର ( ଶିକ୍ଷା, ଜୀବବିଜ୍ଞାନ,ମନସ୍ତତ୍ତ୍ୱ, କଳା, ସ୍ଥାପତ୍ୟ, ଡିଜାଇନ, ସାମ୍ବାଦିକତା, ସମାଜିକ କାର୍ଯ୍ୟ ଆଦି)ରୁ ଆସିଥିବା ୩୦ ଜଣ ବିଶେଷଜ୍ଞଙ୍କୁ ଏହି ଦିନିକିଆ କର୍ମଶାଳାରେ ଆମନ୍ତ୍ରିତ କରାଗଲା। ସେମାନେ ଭୁବନେଶ୍ୱର କପିଳ ପ୍ରସାଦ ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଯାଇ ସ୍କୁଲ ପରିସର ଦେଖିଲେ ଏବଂ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକମାନଙ୍କ ସହ ଆଲୋଚନା କଲେ। ଆଲୋଚନାର ଉଦ୍ଦେଶ୍ୟ ଥିଲା ସରକାରୀ ସ୍କୁଲ ଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଆହ୍ଵାନକୁ ଜାଣିବା।

୧୭-ଏପ୍ରିଲ

ଗଞ୍ଜାମକୁ ମୋ ସ୍କୁଲ ଟିମର ପ୍ରଥମ ପରିଦର୍ଶନ। ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚୌଧୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଡଃ ସନାତନ ପଣ୍ଡା, ସବୁ ବ୍ଲକ ଶିକ୍ଷା ଅଧିକାରୀ, କେତେଜଣ ପ୍ରଧାନ ଶିକ୍ଷକ ଓ ଅନ୍ୟ ମାନଙ୍କୁ ଭେଟି ଆଲୋଚନା କରାଗଲା। ୩ଟି ସ୍କୁଲ ପିୟୁପିଏ ପ୍ରାଥମିକ ସ୍କୁଲ,ଛତ୍ରପୁର, ଭି.ଭି.ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ,ବ୍ରହ୍ମପୁର ଓ ସିଟି ହାଇସ୍କୁଲ ବ୍ରହ୍ମପୁର ପରିଦର୍ଶନ କରି ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ /ଶିକ୍ଷୟିତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରାଗଲା ।

mid-April

ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗିତା ପାଇଁ ବ୍ରିଟିଶ କାଉନସିଲ, ଟାଟା ଟ୍ରଷ୍ଟ ଓ ଚାଇଲ୍‌ଡ୍‌ ଫଣ୍ଡ, କମନେଓ୍ଵଲଥ ଅଫ ଲର୍ଣ୍ଣିଂ ଓ କିସ ସହ ଆଲୋଚନା କରାଗଲା । ଶିକ୍ଷକ, ଶିକ୍ଷକ ତାଲିମଦାତା ଓ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ଭାଷା ଶିକ୍ଷା ପାଇଁ ବ୍ରିଟିଶ କାଉନସିଲ ରାଜି ହେଲା ।

୧୯ ଏପ୍ରିଲ

ମୋ ସ୍କୁଲ ଅଧ୍ୟକ୍ଷା ଭୁବନେଶ୍ୱରଠାରେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ବିଭିନ୍ନ ସ୍କୁଲର ପୁରାତନ ଛାତ୍ରସଂଘ, ପ୍ରଧାନଶିକ୍ଷକ /ଶିକ୍ଷୟିତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କଲେ।

ମେ

ମୋ ସ୍କୁଲ ନିୟମାବଳୀର ସମୀକ୍ଷା କରାଗଲା।ସଂପାଦନା ଓ ଚୂଡାନ୍ତ କରି ଏହି ନିୟମାବଳୀକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଆଇନବିଭାଗ ସମେତ ଅନ୍ୟାନ୍ୟ ସଂପୃକ୍ତ ବିଭାଗ ଦ୍ୱାରା ମଂଜୁର କରାଗଲା।

୧୪ ମେ

ରାଜ୍ୟସ୍ତରୀୟ ମୋ ସ୍କୁଲ ସଚେତନତା ଅଭିଯାନ ଓ ପୁରାତନ ଛାତ୍ରଛାତ୍ରୀ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଅଧ୍ୟକ୍ଷା ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ସବିଶେଷ କାର୍ଯ୍ୟାବଳୀ ରିପୋର୍ଟ ପଠାଇଲେ। ଏହା ସହିତ ମୋ ସ୍କୁଲ ଟିମ୍‌ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ସହିତ ଭିଡିଓ କନଫରେନ୍‌ସିଙ୍ଗ୍‌ ଓ ଫୋନ ମାଧ୍ୟମରେ ଆଲୋଚନା କରି ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ଓ ସଂଦେହ ମୋଚନ କରିବା ସହ ପୁରାତନ ଛାତ୍ରଛାତ୍ରୀକାର୍ଯ୍ୟରେ ସହାୟତା କରାଗଲା।

14 May

Department of School and Mass Education (SME), Government of Odisha has designated Principal Secretary, SME as Vice Chairperson and SPD, OPEPA as Member Secretary of ‘Mo School Abhiyan Parichalana Sangathan’ vide Resolution no 10437/SME dtd.14/05/18. 

୧୭ ମେ

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ କଟକସ୍ଥିତ ଆଇ ଜି,ରେଜିଷ୍ଟ୍ରେସନରେ ସୋସାଇଟି ରେଜିଷ୍ଟ୍ରେସନ ଆଇନ, ୧୮୬୦ ଅନୁସାରେ ପଂଜୀକୃତ ହେଲା।

End-May

ରାଜ୍ୟ ସରକାର ଅଫିସ ଅର୍ଡର ନଂ ୪୮୨୮/ଜିଏ, ତା ୧୯.୦୨.୧୮ ମାଧ୍ୟମରେ ମୋ ସ୍କୁଲକୁ ଏ୧ ବ୍ଲକ,୬ଷ୍ଠ ମହଲା, ତୋଷାଳୀ ଭବନ, ସତ୍ୟନଗର, ଭୁବନେଶ୍ୱରଠାରେ ଅଫିସ ଘର ପ୍ରଦାନ କଲେ।

୧ ଜୁନ

ମୋ ସ୍କୁଲ ଅଫିସ ତୋଷାଳୀ ଭବନଠାରେ କାର୍ଯ୍ୟକରିବା ଆରମ୍ଭ କଲା।

ଜୁନ ପ୍ରଥମ ସପ୍ତାହ

ମୋ ସ୍କୁଲର ଦୃଶ୍ୟମାନ ପରିଚୟ ଓ ବ୍ରାଣ୍ଡିଂ ଡିଜାଇନ ପରିପ୍ରକାଶ କଲା। ମୋ ସ୍କୁଲ ସାମଗ୍ରୀ (ପୁସ୍ତିକା,ଭିଜିଟିଂ କାର୍ଡ,ଲେଟରହେଡ୍‌, ଲଫାପା, ପୋଷ୍ଟର,ଷ୍ଟାଣ୍ଡି,ପ୍ରମାଣପତ୍ର ଆଦି) ଉପରେ କାର୍ଯ୍ୟ ଆରମ୍ଭ ହେଲା।

The month of June

ମୋ ସ୍କୁଲର କାର୍ଯ୍ୟ ତ୍ୱରାନ୍ୱିତ ହେଲା। ଏହି ଅଭିଯାନର ଅଗ୍ରଗତି ମୋ ସ୍କୁଲର ଫେସ୍‌ବୁକ୍‌ ପେଜ୍‌ ଓ ଟ୍ୱିଟର୍‌ ହାଣ୍ଡଲ୍‌ ମାଧ୍ୟମରେ ପ୍ରତିଦିନ ଦେଖି ହେବ।

ଜୁଲାଇର ପ୍ରଥମ ଭାଗ  

ଏହି ଅଭିଯାନର ସହାୟତା କରିବା ଲାଗି ୩୦ଟି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କମିଟି (ଡିଏଲ୍‌ ସି) ଗଠନ କରାଗଲା, ଏଥିରେ ସରକାରୀ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ନୋମିନିଭାବେ ରହିଲେ। ସମସ୍ତ ୩୧୭ ବ୍ଲକରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକମାନ ଆୟୋଜନ କରାଯାଇ ସବୁପକ୍ଷର ଲୋକମାନଙ୍କୁ ମୋ ସ୍କୁଲ ଅଭିଯାନ ସଂପର୍କରେ ଅବଗତ କରାଗଲା ଏବଂ ସ୍ଥାନୀୟ ସ୍କୁଲର ବିକାଶ ନିମନ୍ତେ ସହଯୋଗ ଓ ଅନୁଦାନ ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ କରାଗଲା।

ଏକ ଯୁଗ୍ମ ବ୍ୟାଙ୍କ ଖାତା ଖୋଲିବାକୁ ଡିଏଲସି ପକ୍ଷରୁ ସବୁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା, ଯେଉଁଥିରେ ପ୍ରଧାନଶିକ୍ଷକ ଏବଂ ଆଲୁମ୍‌ନି ସଂଘର ସଭାପତି/ସ୍କୁଲ ପରିଚାଳନା କମିଟି (ଏସଏମସି)/ସ୍କୁଲ ପରିଚାଳନା ଓ ବିକାଶ କମିଟି (ଏସଏମଡିସି)/କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି) ସ୍ୱାକ୍ଷରକାରୀ ରହିବେ। ଏହି ବ୍ୟାଙ୍କଖାତାରେ ପୁରାତନ ଛାତ୍ରଛାତ୍ରୀମାନଙ୍କଠାରୁ ଆସୁଥିବା ଆଥିର୍କସହାୟତା ଓ ସରକାରଙ୍କଠାରୁ ଦୁଇଗୁଣ ଅନୁଦାନ ଜମା ରହିବ।

୧୧୭୬୨ଟି ସ୍କୁଲରେ ସ୍କୁଲ ସ୍ତରୀୟ କାର୍ଯ୍ୟକ୍ରମ କରାଗଲା ଏବଂ ନିଜ ସ୍କୁଲର ବିକାଶ ପାଇଁ ସହାୟତା କରିବାକୁ ବିଭିନ୍ନ ସଂଗଠନକୁ ଏକତ୍ରିତ କରାଗଲା। ଆଲୁମ୍‌ନିମାନଙ୍କ ସହ ଯୋଗାଯୋଗ କରିବା ଓ ମୋ ସ୍କୁଲ ସଂପର୍କରେ ସଚେତନତା ସୃଷ୍ଟି ନିମନ୍ତେ କୌଶଳ ନିର୍ଦ୍ଧାରଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଚାରବିମର୍ଷ କଲେ। ଜିଲ୍ଲା ଓ ରାଜ୍ୟସ୍ତରରେ ମୋ ସ୍କୁଲ ସଂପର୍କରେ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ପ୍ରକାରର ଦ୍ୱିଭାଷୀ (ଇଂରାଜୀ, ଓଡ଼ିଆ) ସୂଚନା ପତ୍ରିକା, ପଠନ ସମଗ୍ରୀ ଓ ଯୋଗାଯୋଗ ସାମଗ୍ରୀ ପ୍ରସ୍ତୁତ କରାଇ ବିତରଣକରାଗଲା।

୪ ଜୁଲାଇ

ଭୁବନେଶ୍ୱରଠାରେ ପ୍ରଥମ ପ୍ରଶାସନିକ ପରିଷଦର ବୈଠକ ଅନୁଷ୍ଠିତ ହେଲା। ଓଡ଼ିଶାରେ କରାଯାଇଥିବା ମୋ ସ୍କୁଲ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ମିଳିଥିବା ସଫଳତା ଓ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ସଂପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନିକ ପରିଷଦ ମୋ ସ୍କୁଲର ସାଂଗଠନିକ ଢାଞ୍ଚା ଓ ବିଭିନ୍ନ ସ୍କୁଲରେ ମୋ ସ୍କୁଲ ସହାୟତାପ୍ରାପ୍ତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରୀ କରିବାର ପଦ୍ଧତିକୁ ମଂଜୁରୀ ଦେଲେ ।

୧୫ ଜୁଲାଇ

ମୋ ସ୍କୁଲର ନୂଆ ୱେବସାଇଟ ଉପରେ କାର୍ଯ୍ୟ ଆରମ୍ଭ ହେଲା । ଏହି ୱେବ୍‌ସାଇଟ୍‌ଟି ଅନ୍ତର୍ଜାତୀୟ ସ୍ତରରେ ହେବ ଓ ଏଥିରେ ଇଲେକ୍ଟ୍ରୋନିକ ପେମେଣ୍ଟ ଗେଟେୱେ ରହିବ ଯେପରିକି ପୁରାତନ ଛାଟ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଅର୍ଥ ଦାନ କରିପାରିବେ ।

୧୮ ଜୁଲାଇ

ବରଗଡ, ଭଦ୍ରକ,ଜଗତସିଂପୁର,ଗଜପତି, ନୂଆପଡା ଓ କଳାହାଣ୍ଡିର ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କଠାରୁ ମିଳିଥିବା ସବିଶେଷ ପ୍ରକଳ୍ପ ପ୍ରସ୍ତାବ ଓ ଦାନ ସଂପର୍କିତ ତାଲିକାକୁ ଡିଏଲସି ମଂଜୁର କଲେ।

୧୯ ଜୁଲାଇ

ଭୁବନେଶ୍ୱରଠାରେ ମୋ ସ୍କୁଲର ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ(ଇସି) ବୈଠକ ଅନୁଷ୍ଠିତ ହେଲା । ଇସି ୬ ଟି ଜିଲ୍ଲାରେ ୨୬୨ଟି ପ୍ରକଳ୍ପକୁ ମଂଜୁର କଲେ, ଏଥିରେ ସରକାରଙ୍କ ପରିପୂରକ ଅନୁଦାନ ଥିଲା ୧,୭୭,୦୧,୮୯୧ ଟଙ୍କା।

ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟରେ ରହିଛି :

 

  • ସବୁ ଜିଲ୍ଲା ଏକ ଷ୍ଟାଣ୍ଡାର୍ଡ ଫର୍ମାଟରେ ପ୍ରକଳ୍ପ ପ୍ରସ୍ତାବ ପଠାଇବେ। ମୋ ସ୍କୁଲ ଅଭିଯାନ ଅଫିସରୁ କୌଣସି କାର୍ଯ୍ୟଉପରେ ସ୍ପଷ୍ଟୀକରଣ ମଗାଯିବାର ୩ ଦିନ ମଧ୍ୟରେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ କରାଯିବାକୁ ଥିବା କାର୍ଯ୍ୟ ସଂପର୍କିତ ବିବରଣୀ ପ୍ରଦାନ କରିବେ।
  • ମୋ ସ୍କୁଲ ମାଧ୍ୟମରେ ମିଳିଥିବା ପାଣ୍ଠିକୁ ଉପଯୋଗ କରି ସ୍କୁଲମାନେ ଅତିରିକ୍ତ କ୍ଲାସ ବା କୋଚିଂ/ ଟ୍ୟୁସନ ପାଇଁ ଶିକ୍ଷକମାନଙ୍କୁ ନିଯୁକ୍ତ କରିପାରିବେ ନାହିଁ, କାରଣ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଆଉ ଏକ ସ୍କିମ ଅଛି। ଏପରି କରିବାକୁ ଯଦି ପୁରାତନ ଛାତ୍ର ସଂଘମାନେ ଅନୁରୋଧ କରନ୍ତି, ତେବେ ତାହା ସ୍ବେଚ୍ଛାକୃତ ସେବା ହିସାବରେ ଗଣାଯିବ।ଏପରି ସେବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ସମୟ ପରେ ବା ଛୁଟିଦିନରେ କରାଯାଇପାରେ ।
  • ଦାତାମାନଙ୍କଠାରୁ ମିଳିଥିବା ପ୍ରକଳ୍ପ ପ୍ରସ୍ତାବକୁ ନଜରରେ ରଖି ଜିଲ୍ଲା ସ୍ତରୀୟ କମିଟି ପ୍ରକଳ୍ପ ପ୍ରସ୍ତାବ ମଂଜୁର କରିବା ଆବଶ୍ୟକ। ଅଳ୍ପ ପରିମାଣର ଦାନ ଆସିଥିବାବେଳେ ଅଡିଟୋରିୟମ, ହଷ୍ଟେଲ, ଶ୍ରେଣୀଗୃହ, ଡାଇନିଂ ହଲ ନିର୍ମାଣ ପରି ପ୍ରକଳ୍ପ ମଂଜୁର କଲେ ସେପରି ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ, ବିଳମ୍ବ ହେବ ବା ପାଣ୍ଠି ଅପଚୟ ହେବ ।
  • ଅସଂପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବା ଲାଗି କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ, ଏଥିଲାଗି ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀଙ୍କ ଠାରୁ ମିଳିଥିବା ଏକ ପ୍ରମାଣପତ୍ର ଦାଖଲ କରିବେ ।
  • ମୋ ସ୍କୁଲ କର୍ପସ ପାଣ୍ଠିରୁ ୨ଗୁଣ ପରିପୂରକ ଅନୁଦାନ ସିଧାସଳଖ ସଂପୃକ୍ତ ସ୍କୁଲ ପାଇଁ ଖୋଲାଯାଇଥିବା ବ୍ୟାଙ୍କ ଖାତାରେ ଜମା ହେବା ଆବଶ୍ୟକ । ସ୍କୁଲମାନେ ଏକ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବେ, ଯେଉଁଥିରେ ସ୍କୁଲର ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀ ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ବା ପୁରାତନ ଛାତ୍ର ସଂଘର ସେକ୍ରେଟାରୀ, ଗୋଟିଏ ପ୍ରକଳ୍ପ ପାଇଁ ସଂପୂର୍ଣ୍ଣ ଦାନ କରିଥିବା ବ୍ୟକ୍ତି/ ବ୍ଲକ ଶିକ୍ଷା ଅଧିକାରୀଙ୍କ ମିଳିତ ଦସ୍ତଖତ ରହିବ ଓ ତାହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାଉଣ୍ଟର ଦସ୍ତଖତ ରହିବ। ଏହି ବିନିଯୋଗ ପ୍ରମାଣପତ୍ରଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂଗ୍ରହ କରି ମୋ ସ୍କୁଲ ଅଫିସ, ଭୁବନେଶ୍ବରକୁ ପଠାଇବେ।

 

୨୪ ଜୁଲାଇ

ମୋ ସ୍କୁଲ ଜିଲ୍ଲା ସ୍ତରୀୟ ଜନସଂପର୍କ କାର୍ଯ୍ୟକ୍ରମ ହେବାର ୬ ସପ୍ତାହ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ଉଚ୍ଚ-ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ( ୬୭୯୬୧ ରୁ ୨୦୩୪୯ଟି) ମୋ ସ୍କୁଲ ସଂପର୍କିତ ବୈଠକ ଆୟୋଜନ କରିଛନ୍ତି।

କେତେକ ସ୍କୁଲରେ ପୁରାତନ ଛାତ୍ର ସଂଘ ରହିଛି ଏବଂ ଅନ୍ୟ କେତେକ ଏହା ଗଠନ କରିବା ଆରମ୍ଭ କରିଛନ୍ତି। ଏଥିରେ ସବୁ ଉଚ୍ଚବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି।

ମୋ ସ୍କୁଲ ଜନସଂପର୍କ ଅଭିଯାନ ପ୍ରତି ଲୋକମାନଙ୍କଠାରୁ ଉତ୍ସାହଜନକ ଉତ୍ତର ମିଳିଛି। ପୁରାତନ ଛାତ୍ର ଓ ଅନ୍ୟମାନେ ନିଜ ନିଜ ସ୍କୁଲକୁ ଆର୍ଥିକ ସାହାଯ୍ୟ/ ସାମଗ୍ରୀ ଦାନ / ସ୍ଵେଚ୍ଛାକୃତ ସେବା ଦାନ କରିବାକୁ ପ୍ରତ୍ୟେକଦିନ ଆଗେଇ ଆସୁଛନ୍ତି।

3 November 2018

The 5th meeting of the Executive Council (EC) of ‘Mo School Abhiyan Parichalana Sangathan’ was held under the Chairpersonship of Mr. Pradipta Kumar Mohapatra, Principal Secretary, School & Mass Education(S & ME) Department cum Chairperson, Executive Council (EC) and approved 703 school projects amounting to Rs 5,83,91,328 from 14 districts with a donor contribution of Rs 1,94,63,776 and State Govt’s Matching grant of Rs 2,89,27,552 from Anugul, Bargarh, Bhadrakh, Bolangir, Deogarh, Dhenkanal, Ganjam, Jagatsingpur, Jajpur, Keonjhar, Khurda, Malkanagir, Rayagada and Sambalpur. The Executive Council also decided to EC decided to open a Mo School Cell in DEO’s office and designate a nodal officer for Project Monitoring at the district level. The EC instructed the DLCs to constitute Block Monitoring teams and a school level implementation group to ensure effective implementation of the programme.

14 November 2018

An official meeting with Raspberry Pi Foundation, a UK registered charity to run Code Club in schools to inspire the next generation to get excited about computer science and digital making. The Code Club projects aim to familiarise students with programming languages like scratch, python, html etc.

17 November 2018

A brainstorm session was organised to take expert support and inputs in developing a Programme Monitoring Framework for MSAPS and to get a set of recommendation possible modalities for Project MIS and documentation. The meet decided to recommend development of a practice paper series, 60 briefing papers on good practices (4 – 8 pages each depending on content).

17 November 2018

Starting 17 November 2018, 270 students from 10 Government schools participated in a 10 day long “Map the Trail” Children’s Art workshop organized by Art 1st at Kedarnath Gaveshana Pratisthan (Kedarnath Bhawan), Bhubaneswar. Students learned to visually transform their lived experience of the trail through this workshop.

18 November 2018

An initial in-person workshop on Code Club by Raspberry Foundation was organised in 5 schools of Bhubaneswar for 10 teachers, 50 students. The workshop familiarised the participating students and teachers with programming languages like scratch, python, html etc.

20 November 2018

The second meeting of the Governing Council (GC) of ‘Mo School Abhiyan Parichalana Sangathan’ (MSAPS) was held under the Chairpersonship of Dr. Susmita Mohanty, Chairperson. The General Council discussed on the programmes those that can be undertaken during the period November 2018- March 2019 and approved following activities for immediate implementation by the office of MSAPS

  • a) Architectural competition and State Level pilot demonstration in selected schools of Ganjam, Khurda, Bargarh, Gajapati and Sambalpur
  • b) Felicitation Programme & Mobile Children’s Festival Year#1 Pilot(State Level Pilot on different programmes promoting idea of developing Wholesome individuals)
  • c) Development of a paperback document capturing 100 Odia Odisha Govt school alumni role models from around the world
  • d) Publication of IEC materials
  • e) Major Events: The GC decided to organise felicitation programmes and Celebrating Mo School Milestones during Jan-Feb 2019 and State level event before the end of Feb 2019.

6 December 2018

A meeting to evaluate the proposal of IDCOL Software Limited on development, implementation, maintenance for Mo School Abhiyan Parichalana Sangathan web portal was held on 6 December 2018 at 3.30 PM in OPEPA conference hall under the Chairpersonship of Prof(Dr) Gopal Krishna Nayak, Director, IIIT- Bhubaneswar. It was decided to have a bilingual Mo School State level portal, pages for District level Chapter and School level Micro Websites along with Dashboard PMIS pages. The committee also recommended to hire a multidisciplinary professional team for undertaking and managing these activities.

14 December 2018

The 6th meeting of the Executive Council (EC) of ‘Mo School Abhiyan Parichalana Sangathan’ was held under the Chairpersonship of Mr. Pradipta Kumar Mohapatra, Principal Secretary, School & Mass Education (S & ME) Department cum Chairperson, Executive Council (EC) and approved 1918 school projects amounting to Rs 10,42,18,842 from 13 districts with a donor contribution of Rs 3,47,39,614 and State Govt’s Matching grant of Rs 6,94,79,228. EC decided to collaborate with few Universities and Institute of Advance Studies in Education located in Cuttack, Sambalpur, Berhampur and few BEd training colleges for collaborative partnership in programme monitoring and documentation. EC also decided to collaborate with Tata Trust, Bakul Foundation and UNICEF for a programme which is proposed to be organized on a caravan mode to reach out to maximum number of schools in Rayagada, Kandhamal and Kalahandi districts during January 2019 and to organise Alumni meet at various location- Districts, Block & School level during Jan & February 2019 for popularising the concepts of Mo School Abhiyan and promote participation of Alumni.

4 January 2019

The office of MSAPS received 1st NRO funding from Prof Chitta Barala and his sisters to work on development of a library in Jenapur High School in Jajpur district.

MSAPS has entered a MoU with Bakul Foundation in the presence of the Hon’ble Chief Minister of Odisha on 4 January 2019 for promoting volunteerism and setting up of libraries in schools.

11 January 2019

A meeting was organised with selected DIET, IASE/ CTE Principals and faculties to develop a framework on concurrent Monitoring of Mo School projects in school level. The workshop recommended for programme monitoring using random sampling method for 10 % of the total sanctioned school in 2018-19 and institutionalise the process with Govt agencies like BEd Colleges, IASE.

14 January 2019

The 7th meeting of the Executive Council (EC) of ‘Mo School Abhiyan Parichalana Sangathan’ was held under the Chairpersonship of Mr. Pradipta Kumar Mohapatra, Principal Secretary, School & Mass Education(S & ME) Department cum Chairperson, Executive Council (EC) and approved 1398 school projects amounting to Rs 9,16,651,78 from 16 districts with a donor contribution of Rs 3,05,55,059.3 and State Govt’s Matching grant of Rs 6,11,10,118 from Bargarh, Bhadrakh, , Bolangir, Ganjam, Jajpur, Kandhamal, Kendrapada, Khurda, Koraput, Mayurbhanj, Nayagarh, Nuapada, Puri, Sambalpur and Sonepur. EC approved the proposal of Bakul Foundation to organize a caravan to reach out to 20 schools in Rayagada, Kandhamal and Kalahandi districts starting 27 January 2019 for conducting storytelling, literature and film festivals as well as establishing school libraries with support from local schools and communities.

15 January 2019

A webinar program was conducted on Code Club activities by Raspberry Pi Foundation with 60 schools of 30 districts.

17 January 2019

The third meeting of the Governing Council (GC) of ‘Mo School Abhiyan Parichalana Sangathan’ (MSAPS) was held under the Chairpersonship of Dr. Susmita Mohanty, Chairperson, Mo School Abhiyan Parichalana Sangathan. Shri Pradipta Kumar Mohapatra, IAS, Principal Secretary, S & ME department, Government of Odisha & Vice-Chairperson, Mo School Abhiyan Parichalana Sangathan informed the decision of the Government, S & ME Department for taking forward the Mo School Abhiyan during 2019-20 with a budgetary provision for matching grant of Rs 50 Crores initially and provisioning of additional budget, if required during the supplementary budget. The Governing Council approved the plan for implementation of following programmes during the period Jan –March 2019.

  • 1. District Alumni Meet
  • 2. School Level Celebration
  • 3. Pilot Caravan programme in Rayagada, Kandhamal and Kalahandi in collaboration with Bakul Foundation and Tata Trust
  • 4. Implementation of MSAPS projects, programme documentation and monitoring by Govt Institutions in 10 % of the project schools
  • 5. IEC campaign in Schools, Districts and State ( Posters, Hoardings and Booklets, Documentary-AVs/ Print etc)
  • 6. State Level Celebration in Feb 2019
  • 7. District Project Review meetings
  • 8. Development and Publication of a Coffee table book and a film on Mo School.

22 January 2019

A planning meeting on designing the capacity building program of English teachers of 141 schools (OAVs, Zilla Schools & other) was organised with British Council India.

26-31 January 2019

All 30 districts organised Alumni meets at various locations- District, Block & School level between 26-31 January 2019 to promote Mo School Abhiyan and to celebrate participation of Alumni in Mo School Projects. In 29 districts the programme was organised in the district level on 26 January 2019 with Photo Exhibition along with a district level Alumni Meet where as all school level celebrations were organised for 2-3 hours during 27-31 January in around 10,000. The school level celebration had components like Memory Walk, observation of work undertaken by schools under Mo School Abhiyan and doing a felicitation of Alumni.

27 Jan-10 Feb 2019

A pilot Caravan program was organised by MSAPS in partnership with Tata Trusts & Bakul Foundation to establish school libraries as well as to demonstrate models of storytelling, literature and film festival in 18 (Eighteen) schools of Rayagada, Kandhamal and Kalahandi districts during 27 January- 10 Feb 2019.

28 January 2019

A preliminary discussion was held with Prof Jatin Nayak, Member, Board of Advisors, MSAPS for developing a document capturing 100 Odia alumni from Odisha Govt Schools from around the world.

4-5 February 2019

A two days long workshop was organised by MSAPS to fiinalize the tools for concurrent monitoring & evaluation. 20 experts participated in this workshop and gave their views. The workshop also discussed on the sampling method, the data capturing tool and standardise formats.

4-7 February 2019

A Baseline study was conducted by British Council in 20 randomly selected schools of Mayurbhanj, Balasore, Bolangir, Kalahandi, Ganjam, Khordha, Cuttack, Puri for the joint project in 141 schools on developing English language proficiency, understanding and use of specified learning-centric classroom approaches and techniques.

17-22 February 2019

A five-day long capacity building program for English Teachers from the 111 selected schools was organised in 4 venues in collaboration with British Council India.

18 February 2019

The 8th meeting of the Executive Council (EC) of ‘Mo School Abhiyan Parichalana Sangathan’ was held under the Chairpersonship of Mr. Pradipta Kumar Mohapatra, Principal Secretary, School & Mass Education (S & ME) Department cum Chairperson, Executive Council (EC)and approved 1489 school projects amounting to Rs 151680970.8 from 22 districts with a donor contribution of Rs 50560323.6 and State Govt’s matching grant of Rs 101120647.2. EC cleared the proposal to collaborate with British Council India for capacity building of English teachers from 100 Adarsh Vidyalaya and 41 Zilla High Schools to develop their English language proficiency, understanding and use of specified learning-centred classroom approaches and techniques. This collaboration will also carry out a project to establish facilities in 30 schools for language labs and libraries. The Executive council after deliberation decided to introduce Project Financial Management Package for monitoring the School Level Accounts opened for Mo School Abhiyan after mapping the central accounts with the school/ district Accounts.

1 March 2019

The 9th meeting of the Executive Council (EC) of ‘Mo School Abhiyan Parichalana Sangathan’ was held under the Chairpersonship of Mr. Pradipta Kumar Mohapatra, Principal Secretary, School & Mass Education (S & ME) Department cum Chairperson, Executive Council (EC) and approved 1214 school projects amounting to Rs 1047027555.5 from 20 districts with a donor contribution of Rs 34900918.5 and State Govt’s matching grant of Rs 69801837. The Executive Council discussed and gave in principle approval to the proposed “Mo School Mo Katha”-Programme documentation on the occasion of one year of completion of Mo School Abhiyan.

8 March 2019

Ms. Sagarika Rath, Asst. Teacher, VV Giri High School, Ganjam and Mrs. Barsha rani Mohaptra, Asst. Teacher, Govt High School, Jharsuguda participated as Odisha female teachers’ participants for International Women’s Day blog of Raspberry Pi Foundation globally.

15 March 2019

A service support contribution model for promoting story telling is agreed with Mr. Tara Prasad Dash in 3 schools of Koraput & 2 schools of Bhunbaneswar.

top